ସ୍ପୋର୍ଟସ୍
ଟିମ୍ ଇଣ୍ଡିଆକୁ ପାକିସ୍ତାନ କହିଲା ‘ଖେଳ ବନ୍ଦ କରନ୍ତୁ, ଆପଣଙ୍କ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ହତ୍ୟା ହୋଇଛି’
୩୧ଅକ୍ଟୋବର ୧୯୮୪; ପାକିସ୍ତାନର ସିୟାଲକୋଟରେ ଥାଏ ଇଣ୍ଡିଆନ୍ କ୍ରିକେଟ ଟିମ୍। ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କାର ଥାଆନ୍ତି ଟିମ୍ ଇଣ୍ଡିଆର କ୍ୟାପଟେନ୍। ଗାଭାସ୍କର ଆହତ ହେବା କାରଣରୁ ଦ୍ୱିତୀୟ ଓ୍ୱାନଡେରେ କ୍ୟାପଟେନସିପ୍ର ଦାୟିତ୍ୱ ମହିନ୍ଦର ଅମରନାଥଙ୍କ କାନ୍ଧରେ ଥିଲା। ତେବେ ତାରିଖ ୩୧ଅକ୍ଟୋବର ୧୯୮୪… Read More