ଡ୍ରିମଗର୍ଲ ହେମାମାଳିନୀ,ଆଜି ବି ଝଟକୁଛନ୍ତି।ଯେତେବେଳେ ସିଲଭର ସ୍କ୍ରିନକୁ ଆସିଥିଲେ,ଲାଗୁଥିଲା ଜଣେ ପରୀ ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସିଛନ୍ତି।ହେମାଙ୍କ ଚମକରେ ତାଙ୍କ ସମସାମୟିକ ଅନେକ ଅଭିନେତା ଦିଓ୍ଵାନା ହୋଇଥିଲେ।ହେମାଙ୍କ ରୂପ ଲାବଣ୍ୟରେ ନିଜକୁ ହଜେଇ ଦେଇଥିଲେ ବିବାହିତ ଧମେର୍ନ୍ଦ୍ର। ସେଥିପାଇଁ ଇସଲାମ୍ ବି…