ବିଜେପିରୁ ନିଲମ୍ବିତ ହୋଇଥିବା ସାଂସଦ କିର୍ତ୍ତୀ ଝା ଆଜାଦ କଂଗ୍ରେସରେ ମିଶିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦଳରେ ସାମିଲି ହୋଇଛନ୍ତି କିର୍ତ୍ତୀ ଆଜାଦ।ବିହାରର ଦରଭଙ୍ଗା ଆସନରୁ ସାଂସଦ ଥିବା କିର୍ତ୍ତୀ,୨୩ଡିସେମ୍ବର ୨୦୧୫ରେ ବିଜେପିରୁ ନିଲମ୍ବିତ ହୋଇଥିଲେ। ଦିଲ୍ଲୀ…