ଭୁବନେଶ୍ୱର: ନିର୍ବାଚନ ପାଇଁ ଓଡ଼ିଶାରେ ବିଜେପି ଓ କଂଗ୍ରେସ ଛୋଟ ଛୋଟ ଦଳକୁ ସାଙ୍ଗରେ ନେବାକୁ ଉଦ୍ୟମ କରୁଛନ୍ତି। ବିଭିନ୍ନ ଛୋଟ ଦଳ ଗୁଡିକ ସହ ବୁଝାମଣା ହେବ ବୋଲି ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି। ସେପଟେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବାମପନ୍ଥୀଙ୍କୁ ସାଙ୍ଗରେ ଧରି ସଭାସମିତି କଲେଣି।…