୩ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇ କଂଗ୍ରେସ ଛାଡ଼ି ଚାଲି ଗଲେଣି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଦଳକୁ ବାଏ ବାଏ କରି, BJDର ସଂଗଠନ ମଜଭୁତ କରିବାରେ ଲାଗିଛନ୍ତି। ଝାରସୁଗୁଡ଼ା ଓ ଗଞ୍ଜାମ କଂଗ୍ରେସ ମୁକ୍ତ ହେଲା ପରି ଲାଗୁଛି। ଏଭଳି ସ୍ଥିତିରେ ଭୁବନେଶ୍ୱର ଆସିଲେ ରାହୁଲ…