କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା।ହାଇଭୋଲେଟଜ୍ ଇସ୍ତଫା ଡ୍ରାମାର ଅନ୍ତଃ ହୋଇଛି ରାହୁଲଙ୍କ ଟ୍ୱିଟରରେ। ଲୋକସଭା ନିର୍ବାଚନରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କରି,ରାହୁଲ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ସେ ରିଜାଇନ୍ କରୁଛନ୍ତି…