ଆସନ୍ତା ୩୦ତାରିଖରୁ ଆରମ୍ଭ ହେଉଛି କ୍ରିକେଟର ମହାକୁମ୍ଭ ବିଶ୍ୱକପ୍।ବିଶ୍ୱକପର ୧୨ତମ ସଂସ୍କରଣ ଇଂଲଣ୍ଡରେ ଖେଳାଯିବ।ଟାଇଟଲ ପାଇଁ ଲଢ଼ିବେ ୧୦ଟି ଟିମ୍।ନୂଆ ଫର୍ମାଟରେ ଖେଳାଯିବ ବିଶ୍ୱକପ୍।ପ୍ରତିଟି ଟିମ୍ ସମସ୍ତଙ୍କ ସହ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ।ଶ୍ରେଷ୍ଠ ୪ଟି ଟିମ୍ ଖେଳିବେ ସେମିଫାଇନାଲ୍।କିନ୍ତୁ…