ଫିଲ୍ମ ବୁଡିଯିବ କି ବଲିଉଡ:କାଳ ସାଜୁଛି ବୟକଟ୍ ଟ୍ରେଣ୍ଡ August 21, 2022 ବିବାଦର ପିଛା ଛାଡୁନି ବଲିଉଡ। ବିଭିନ୍ନ ପ୍ରକାର ବିବାଦ ଘେରରେ ରହି ଆସୁଥିବା ବଲିଉଡ ଜଗତକୁ ଏବେ ବୟକଟ୍ ଟ୍ରେଣ୍ଡ ଅଡୁଆରେ ପକାଇଛି। କରୋନାରେ ଦୁଇବର୍ଷ ଧରି ପ୍ରଭାବିତ ହୋଇ ଦୁର୍ଦ୍ଦିନର ସମୟ ଅତିକ୍ରାନ୍ତ କରିଥିବା ବଲିଉଡ ଜଗତ ଅଣ୍ଟା ସଳଖୁଥିବା ବେଳେ କାଳ ସାଜିଛି ବୟକଟ ଟ୍ରେଣ୍ଡ। ବଲିଉଡରେ ଦର୍ଶକଙ୍କ…
Connect With Us