ନ୍ୟୁଜ୍
ନବୀନଙ୍କୁ CM କରାଇଥିଲେ ମହାଜନ,ଓଡ଼ିଆ ଜାଣି ନଥିବାରୁ ହଟାଇବାକୁ ଚାହୁଁଛନ୍ତି ଶାହ
ନରେନ୍ଦ୍ର ମୋଦିଙ୍କ ପରି ଅମିତ ଶାହ ମଧ୍ୟ ବିଜେଡିକୁ ଟାର୍ଗେଟ କରିବାକୁ କୁଣ୍ଠାବୋଧ କରୁଛନ୍ତି। ଛତିଶଗଡ଼-ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନ ଆଗରୁ ଓଡ଼ିଶାକୁ ନେଇ ବିଜେପିର ଯେଭଳି ଆଭିମୁଖ୍ୟ ଥିଲା,ଏବେ ସେଥିରେ ପରିବର୍ତ୍ତନ ଆସିଛି। ଏକଦା ଓଡ଼ିଶା ସରକାରକୁ ପୋଡ଼ା ଟ୍ରାନ୍ସଫରମର କହୁଥିବା ବିଜେପି… Read More