ଭୁବନେଶ୍ୱର:ବିରୋଧି ଦଳର ନେତାଙ୍କୁ ଆକ୍ରମଣ କରିବାର ତାରିଖ ଧାର୍ଯ୍ୟ ହେଲା ପରି ଲାଗୁଛି। ଆକ୍ରମଣର ତାରିଖ ହେଉଛି୨୪। ଅଘୋଷିତ ନିଷ୍ପତି ଅନୁସାରେ ବୋଧହୁଏ, ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ପାର୍ଟିର ସଭାପତି ଖାରବେଳ ସ୍ୱାଇଁଙ୍କୁ ନଭେମ୍ବର ୨୪ରେ ମାଡ଼ ମରାଗଲା।ରାୟଗଡ଼ା ଜିଲ୍ଲା କାଶୀପୁରରେ ନଭେମ୍ବର ୨୪ରେ ଖାରବେଳଙ୍କୁ ମାଡ଼ ମାରିଛନ୍ତି…