ପ୍ରଚାର ଶେଷ,ମତଦାନ ବି ସରିବାକୁ ଯାଉଛି।କିନ୍ତୁ ଜଗତସିଂହପୁର ବିଜେଡି ରାଜନୀତିକୁ ନିଜ ହିସାବରେ କଣ୍ଟ୍ରୋଲ କରିଦେଲେ ବିଷ୍ଣୁ ଦାସ।ବିଷ୍ଣୁଙ୍କ ଚକ୍ରବ୍ୟୂହରେ ଫସିଗଲା ବିଜେଡି।୨୯ବର୍ଷ ପ୍ରତିନିଧିତ୍ୱ କରୁଥିବା ଜଗତସିଂହପୁର ଛାଡି ତିର୍ତ୍ତୋଲରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଷ୍ଣୁ।ତେବେ ଜିଲ୍ଲା ହେଡକ୍ୱାଟର ଛାଡିବା ପଛରେ ବିଷ୍ଣୁଙ୍କ ରହିଛି ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ଯୋଜନା।ଏପରିକି ବିରୋଧିଙ୍କ…