ନ୍ୟୁଜ୍, ପଲିଟିକ୍ସ ଗୋଟେ ପରେ ଗୋଟେ ଉପନିର୍ବାଚନ: ବରଗଡ଼ ଲୋକସଭା ଆସନର ବିଧାୟକ ମାନଙ୍କ ଦେହାନ୍ତ February 4, 2023 ଝାରସୁଗୁଡ଼ା ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦ୍ୱିପହରରେ କରାଗଲା ଗୁଳି ମାଡ଼। ବ୍ରଜରାଜ ନଗର ଗାନ୍ଧି ଛକରେ କାର୍ ଡ଼ୋର ଖୋଲିଲା ମାତ୍ରେ ଛାତିରେ ତାଙ୍କର ବାଜିଥିଲା ଗୁଳି। ପୁଲିସ ASI ଗୋପାଳ ଦାସଙ୍କ ଗୁଳିମାଡ଼ରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲା ପରେ ଆଖି ବୁଜିଲେ ମନ୍ତ୍ରୀ…
ନ୍ୟୁଜ୍, ପଲିଟିକ୍ସ କାମ ଦେଉଛି ସମବେଦନା କାର୍ଡ:ପଦ୍ମପୁରରେ ବର୍ଷା ବିଜୟୀ December 8, 2022 ପଦ୍ମପୁର ଉପ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ପଛରେ ପକାଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟୀ ହୋଇଛନ୍ତି। ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଘୋଷଣା ହୋଇଥିଲା। ବିଜେଡି ଆସନ ହାତେଇବାକୁ ବିଜୟ ରଞ୍ଜନ ସିଂ…
ନ୍ୟୁଜ୍, ପଲିଟିକ୍ସ ପଦ୍ମପୁର ଉପନିର୍ବାଚନରେ ରୋଚକ ମୋଡ଼:BJP ନେତାଙ୍କ ବୋହୂ BJD ପ୍ରାର୍ଥୀ November 14, 2022 ପଦ୍ମପୁର ଉପ-ନିର୍ବାଚନକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା। କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଥିଲା ବେଳେ ବିଜେପି ତରଫରୁ ପ୍ରଦୀପ ପୁରୋହିତ ପ୍ରାର୍ଥି ହୋଇଛନ୍ତି। ବିଜେଡି ତରଫରୁ ନିର୍ବାଚନ ଲଢିବେ ବର୍ଷା ସିଂ ବରିହା। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷା। ବିଜୟ ରଞ୍ଜନ ସିଂ…
Connect With Us