କାଶ୍ମୀର ଘାଟିରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଫଳରେ ପୁଲଓ୍ୱାମାର ଅବନ୍ତିପୁର ଠାରେ ୩୭ଜଣ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି। ପ୍ରାୟ ୪୫ଜଣରୁ ଉର୍ଦ୍ଧ୍ୱ ଯବାନ ଆହତ ହୋଇଛନ୍ତି। ପ୍ରାୟ ୨୦୦କିଲୋଗ୍ରାମ ବିସ୍ପୋରକ ସାମଗ୍ରୀ (ଆଇଇଡି) ଭର୍ତ୍ତି ଏକ କାର,ସିଆରପିଏଫ ଭ୍ୟାନ୍ ସହ ଧକ୍କା ଦେଇଥିଲା। ଏହି ଆତ୍ମଘାତୀ ଆକ୍ରମଣରେ ୩୭ଜଣ ଯବାନ…