ନ୍ୟୁଜ୍, ପଲିଟିକ୍ସ 123ରୁ 47ରେ ପହଞ୍ଚିଥିବା ଜନତା ଦଳର ଭୁଲ ନିଷ୍ପତ୍ତିକୁ ଦୋହରାଉଛି କି BJD? April 1, 2019 ଟିକେଟ ବଣ୍ଟନକୁ ନେଇ ସବୁ ଦଳରେ ଅସନ୍ତୋଷ।କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଛି ଏବଂ ବିଜେପି ଅଫିସରେ ତାଲା ଝୁଲିଲା,କିନ୍ତୁ ଭୁବନେଶ୍ୱର ବିଜେଡି ଅଫିସରେ ସେମିତି ଚିତ୍ର ଦେଖିବାକୁ ମିଳିନାହିଁ।ଅନ୍ୟପଟେ ବାମପନ୍ଥୀ-ଜେଏମଏମ ସହ ମେଣ୍ଟ କରି କଂଗ୍ରେସ ରାଜନୈତିକ ପରିପକ୍ୱତାର ପରିଚୟ ଦେଖାଇଛି।ବିଜୟ ମହାପାତ୍ରଙ୍କୁ ଦଳକୁ ଫେରାଇ ଆଣି ବୈଜୟନ୍ତ ପଣ୍ଡାଙ୍କୁ ଗୁରୁତ୍ୱ…
Connect With Us