ଫିଲ୍ମ ଦିପୀକା,ଅମିଷା,ଏଶ୍ୱର୍ଯ୍ୟା ଓ ପ୍ରିତୀ ଜିଣ୍ଟା କାହିଁକି କରୀନାଙ୍କୁ କହିବେ Thanks A lot March 6, 2019 କରୀନା କପୁର ଖାନ୍,ବଲିଉଡର ଏହି ଷ୍ଟାର ଅଭିନେତ୍ରୀଙ୍କ ହାତରେ ଖୁବ କମ ସିନେମା। ତଥାପି ତାଙ୍କର ଲୋକପ୍ରିୟତା କମିନାହିଁ। ୨୦୦୦ରେ ବଲିଉଡରେ ପାଦ ଦେଇଥିବା କରୀନାଙ୍କ ପ୍ରଥମ ଫିଲ୍ମ ଥିଲା ରିଫ୍ୟୁଜି।ଏଥିରୁ କିଛି ଖାସ୍ ସଫଳତା ମିଳିନଥିଲା, କିନ୍ତୁ ଏହାପରେ କରୀନା ଆଉ ପଛକୁ ଫେରି ଚାହିଁ ନାହାଁନ୍ତି।ସଫଳତାର ସିଡି ଚଢିଥିଲେ…
Connect With Us