ନ୍ୟୁଜ୍
ବିଜେଡିର ୧୪ ଜଣିଆ କଥାକାର ଟିମ୍, ବୈଜୟନ୍ତଙ୍କୁ କାଉଣ୍ଟର କରିବେ ଅମର-ଅତନୁ
ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ବିରୋଧିଙ୍କୁ ଜବାବ ଦେବା ଲାଗି ନବୀନ ପଟ୍ଟନାନାୟଙ୍କୁ ସହଯୋଗ କରିବେ ୧୪ଜଣ କଥାକାର ନେତା। ସେଥିପାଇଁ ନିଜ କୁହାଳିଆ ଟିମର ନବକଳେବର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଡଭକେଟ ଅସୀମ ଅଭିତାଭ ଦାସ ଏବଂ ବିଧାୟକ ଅମର ପ୍ରସାଦ… Read More