ଜାତୀୟ ସ୍ୱାଧିନତା ସଂଗ୍ରାମର କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ। ସଶସ୍ତ୍ର ସ୍ୱାଧିନତା  ସଂଗ୍ରାମର ନାୟକ ନେତାଜୀଙ୍କର ୧୨୫ତମ ଜୟନ୍ତୀ ଅବସରରେ ତାଙ୍କର  ପ୍ରତିମୂର୍ତ୍ତି  ସ୍ଥାପନ କରାଯିବ।ଗ୍ରାନାଇଟ୍‌ରେ ତିଆରି ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।କିନ୍ତୁ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ନିର୍ମାଣ…