ବଲିଉଡର ଗବର ସିଂହ ଅର୍ଥାତ୍ ଅମଜଦ୍ ଖାନ୍ ଜଣେ ଲୋକପ୍ରିୟ କଳାକାର।ସିନେମା କ୍ୟାରିୟରରେ ଉଭୟ ନେଗେଟିଭ୍ ଓ ପଜିଟିଭ୍ ଚରିତ୍ରରେ ଅଭିନୟ କରିଛନ୍ତି ଅମଜଦ୍।ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି।ଫିଲ୍ମ ‘ସୋଲେ’ର ଗବର୍ ଆଜି ବି ତାଙ୍କୁ ଦର୍ଶକଙ୍କ ହୃଦୟରେ ଜୀବିତ ରଖିଛି।କେବେ ହସାଉଥିବା ତ କେବେ ଖଳନାୟକ ହୋଇ…