
ଲାବ୍ରୋଟାରୀରୁ ନୁହେଁ,ଗ୍ୟାରେଜରୁ ନିର୍ମାଣ ହେଲା ଇକୋ ଫ୍ରେଣ୍ଡଲି AC:ମୂଲ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନିଜସ୍ୱ ଜ୍ଞାନକୌଶଳରେ ଏୟାର କଣ୍ଡିସନର(AC) ତିଆରି କରିଛନ୍ତି।ଉଦ୍ଭାବକଙ୍କ ଠିକଣା ଓ କାହାଣୀ ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ସୀମା ରହିବ ନାହିଁ।ACର ଉଦ୍ଭାବକ ଜଣେ ଇଞ୍ଜିନିୟରନୁହଁନ୍ତି।ଗ୍ୟାରେଜ୍ ମେକାନିକ୍ କେ. ଅଖତର ଅଲ୍ଲୀଙ୍କ ନିରନ୍ତର ପ୍ରଚେଷ୍ଠା ହିଁରେ ତିଆରି ହୋଇଛି କମ ମୂଲ୍ୟରେ AC।ତାମିଲିନାଡୁ ତ୍ରିରୁଚିରାପଲ୍ଲୀର ଲାଲଗୁଡି ରାସ୍ତାରେ ଛୋଟ ଗ୍ୟାରେଜ୍ ହିଁ ଅଖତର…
Connect With Us