ଭୁବନେଶ୍ୱର: କୋଣାର୍କ ମନ୍ଦିର ସମ୍ପର୍କରେ ଦେଇଥିବା ଅବାନ୍ତର ଟିପ୍ପଣୀ, ଅଭିଜିତ ଆୟର ମିତ୍ରଙ୍କୁ ମହଙ୍ଗା ପଡ଼ିଲା। ତଥାକଥିତ ପ୍ରତିରକ୍ଷା ବିଶେଷଜ୍ଞ ଅଭିଜିତଙ୍କୁ ଆଜି(ମଙ୍ଗଳବାର) ଓଡ଼ିଶା ପୋଲିସ ଗିରଫ କରିଛି। ଅଭିଜିତଙ୍କୁ ଗିରଫ କରିବା ଆଗରୁ କମିଶନରେଟ୍ ପୋଲିସର ସହିଦ ନଗର ଥାନାର ଅଧିକାରୀ ଜେରା କରିଥିଲେ। ଏହାସହ ପୁରୀ ଜିଲ୍ଲାର କୋଣାର୍କ…