୧୯୯୯ର କାରଗିଲ ଯୁଦ୍ଧ ପରେ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ଖେଳ ବନ୍ଦ ହୋଇ ଯାଇଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ପାଇଁ ୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବାଛିଥିଲେ କ୍ରିକେଟର ରାସ୍ତା। ସେହି ବର୍ଷ ସାର୍କ ସମ୍ମିଳନୀରେ ଯୋଗ ଦେଇଥିଲେ ବାଜପେୟୀ। ପରେ ସୌରଭ…