୧୮ଅଗଷ୍ଟ ୨୦୦୮ରେ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଥିବା୧୯ବର୍ଷର ଯୁବକ, ୨୦୧୮ ବେଳକୁ ଓ୍ୱାନଡେ୍ କ୍ରିକେଟରେ ବିଶ୍ୱର ଦ୍ରୁତତମ ୧୦ହଜାର ରନ୍ କରିଛନ୍ତି। ଏହାସହ ଟେଷ୍ଟ, ଓ୍ୱାନଡେ୍ ଏବଂ ଟି-୨୦ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି ସେହି ୨୯ବର୍ଷୀୟ ଖେଳାଳି ବିରାଟ କୋହଲି। ଯେବେ ବି ତାଙ୍କ ବ୍ୟାଟ୍ ଉଠୁଛି ବିଶ୍ୱ…