Browsing Category

ନ୍ୟୁଜ୍

ନ୍ୟୁଜ୍

ଲୁଚି ଛପି ନୁହେଁ ସଂଘର୍ଷ କରି,ପଞ୍ଜାବ ୟୁନିଭରସିଟରେ ନିର୍ମାଣ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ବାଥରୁମ୍

By On June 18, 2019

୧୯୯୩ମସିହାରେ ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ୟୁନିଭସିଟିର,MA ପ୍ରଥମ ବର୍ଷର ଜଣେ  ଛାତ୍ର,ଅଧାରୁ ପଢା ଛାଡି ଚାଲିଗଲେ।କାରଣ କ୍ସାସରୁମକୁ ସେ ଏଣ୍ଟ୍ରି କରିବା ମାତ୍ରେ, କ୍ଲାସମେଟ୍ ତାଙ୍କୁ ହିଞ୍ଜିଡ଼ା କହି ଚିଡାଉଥିଲେ।ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ପୁଅ ସାଙ୍ଗମାନେ ହାତ ମାରୁଥିଲେ।ଏ ବିଷୟରେ ନା ସେ ୟୁନିଭରସିଟ୍… Read More

ନ୍ୟୁଜ୍

ସୋନିଆ ଗାନ୍ଧିଙ୍କ ଦୁର୍ଗରେ ରେଲଓ୍ୱେ ଓ ଗଙ୍ଗା ଏକ୍ସପ୍ରେସରେ ପଶିବ BJP

By On June 17, 2019

କଂଗ୍ରେସର ଗଡ଼ ଆମେଥିକୁ ଅକ୍ତିଆର କରିବା ପରେ ବିଜେପିର ଟାର୍ଗେଟକୁ ଆସିଛି ରାଏବରେଲି।କଂଗ୍ରେସର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଆସନ ରାଏବରେଲିକୁ ୨୦୨୪ରେ ଜିତିବା ଲାଗି ବିଜେପି ପ୍ଲାନ କଲାଣି।୨୦୦୪ରୁ ରାଏବରେଲିରୁ ଲଗାତର ୫ଥର ଜିତୁଥିବା ସୋନିଆଙ୍କୁ ହରାଇବା ଲାଗି ବିକାଶ ମୂଳକ… Read More

ନ୍ୟୁଜ୍

ବିଧାୟକଙ୍କ ହାତରେ ରହିବ ଛାତ୍ର ସଂଗଠନ: ପଶ୍ଚିମ ଓଡ଼ିଶାକୁ ୟୁଥ୍ ଓ୍ୱିଙ୍ଗର ଦାୟିତ୍ୱ!

By On June 15, 2019

୨୦୧୯ନିର୍ବାଚନରେ ବିଜେଡି ବଡ଼ ବିଜୟ ପଛରେ ଛାତ୍ର ଓ ଯୁବ ସଂଗଠନର ଅବଦାନ ଥିଲା ପରି ଲାଗୁ ନାହିଁ।ଯଦିଓ ଛାତ୍ର ଓ ଯୁବ ବିଜେଡି ସଭାପତିଙ୍କୁ ଟିକେଟ ମିଳି ନଥିଲା।କିନ୍ତୁ ଉଭୟ ସଂଗଠନର କିଛି ପଦାଧିକାରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ବିଜେଡି ସଭାପତି… Read More

ନ୍ୟୁଜ୍

ରାଜ୍ୟର ଆର୍ଥିକ ସ୍ଥିତି ଖରାପ:ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବ ଓଡ଼ିଶା!

By On June 4, 2019

ରାଜନୀତିର ପଶାପାଲିରେ ଫସିଥିବା କେନ୍ଦ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା‘ଆୟୁଷ୍ମାନ ଭାରତ’ଓଡ଼ିଶାରେ ଲାଗୁ ହୋଇପାରେ।‘ଆୟୁଷ୍ମାନ ଭାରତ’ର CEOଇନ୍ଦୁଭୂଷଣ ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଆଲୋଚନା କରିଛନ୍ତି।ଇନ୍ଦୁଭୂଷଣଙ୍କ ୫ଜଣିଆ ଟିମ୍,ପ୍ରଥମେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘ଆୟୁଷ୍ମାନ… Read More

ନ୍ୟୁଜ୍

ଉପନିର୍ବାଚନରେ ବିଜେପୁରର ହ୍ୟାଟ୍ରିକ:ବିଜୟଲକ୍ଷ୍ମୀ-ମନ୍ଦାକିନୀ-ପ୍ରତ୍ୟୁଷାଙ୍କ ଦଷା ଭୋଗିବେ ରୀତା!

By On June 3, 2019

ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ସମବେଦନାରୁ ଜନ୍ମ ନେଇଥିବା ବିଜେଡି ସର୍ବଦା ସିମ୍ପାଥି ଥିଓରୀକୁ ଗୁରୁତ୍ୱ ଦେଇଛି।ସେଥିପାଇଁ ପାଟକୁରାରେ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ସ୍ତ୍ରୀ ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥୀ କରିଛନ୍ତି BJD ସଭାପତି ନବୀନ ପଟ୍ଟନାୟକ।ପାଟକୁରା ସହ ଏବେ ବିଜେପୁରରେ ଉପନିର୍ବାଚନ ହୋଇପାରେ।କାରଣ ୨ଟି ଆସନରୁ ଜିତିଥିବା… Read More

ନ୍ୟୁଜ୍

ସୂର୍ଯ୍ୟଙ୍କୁ ମନ୍ତ୍ରୀ କରିଥିଲେ ବିଜୁ:ବାଚସ୍ପତି ଆସନରେ ବସାଇଲେ ନବୀନ

By On June 1, 2019

ଓଡ଼ିଶା ବିଧାନସଭାର ବାଚସ୍ପତି ହେଲେ ସୂର୍ଯ୍ୟ ନାରାୟଣ ପାତ୍ର।ଲଗାତର ୭ଥର ଜିତୁଥିବା ବରିଷ୍ଠ ବିଜେଡି ବିଧାୟକ ସୂର୍ଯ୍ୟ ପାତ୍ର ସର୍ବସମ୍ମତରେ ଷୋଡ଼ଶ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେଡି ଆଗରେ ଥିବାରୁ ବିରୋଧି ଦଳ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନଥିଲା।ଫଳରେ… Read More

ନ୍ୟୁଜ୍

ଧର୍ମେନ୍ଦ୍ରଙ୍କ ବଢ଼ିଲା ଗୁରୁତ୍ୱ:ବିଜୁ-ନବୀନଙ୍କ ପରେ ଇସ୍ପାତ ବିଭାଗର ହେଲେ କ୍ୟାବିନେଟ୍ ମନ୍ତ୍ରୀ

By On May 31, 2019

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରିମଣ୍ଡଳର ସଭ୍ୟଙ୍କୁ ବିଭାଗ ଆବଣ୍ଟିତ କରିଛନ୍ତି।ଅମିତ ଶାହଙ୍କୁ ଗୃହ ବିଭାଗର ଦାୟିତ୍ୱ ଦେଇ କ୍ୟାବିନେଟରେ ନମ୍ବର-2ର ମର୍ଯାଦା ଦେଇଛନ୍ତି ମୋଦି।ପୂର୍ବତନ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦ ମିଳିଛି।ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣଙ୍କୁ ଅର୍ଥ… Read More