ନ୍ୟୁଜ୍
ବିଧାୟକଙ୍କ ହାତରେ ରହିବ ଛାତ୍ର ସଂଗଠନ: ପଶ୍ଚିମ ଓଡ଼ିଶାକୁ ୟୁଥ୍ ଓ୍ୱିଙ୍ଗର ଦାୟିତ୍ୱ!
୨୦୧୯ନିର୍ବାଚନରେ ବିଜେଡି ବଡ଼ ବିଜୟ ପଛରେ ଛାତ୍ର ଓ ଯୁବ ସଂଗଠନର ଅବଦାନ ଥିଲା ପରି ଲାଗୁ ନାହିଁ।ଯଦିଓ ଛାତ୍ର ଓ ଯୁବ ବିଜେଡି ସଭାପତିଙ୍କୁ ଟିକେଟ ମିଳି ନଥିଲା।କିନ୍ତୁ ଉଭୟ ସଂଗଠନର କିଛି ପଦାଧିକାରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ବିଜେଡି ସଭାପତି… Read More