ସ୍ପୋର୍ଟସ୍
ରିଚାର୍ଡସଙ୍କ ସେହି ବିସ୍ଫୋରକ ଇନିଂସ ଯୋଗୁ ସଚିନ-ସେହଓ୍ୱାଗ ଫ୍ୟାନ୍ ହୋଇଗଲେ
ଟି-ଟ୍ୱେଣ୍ଟି ଆସିବା ପରେ କ୍ରିକେଟ ଦୁନିଆ ବଦଳିଗଲା।ଫଟାଫଟ ଫର୍ମାଟ ବି ଗ୍ରହଣୀୟ ହେଲା। ଓ୍ୱାନଡେ ଖେଳିବା ଶୈଳୀରେ ପରିବର୍ତ୍ତନ ଆସିଛି। ନୂଆ ନିୟମ ଯୋଗୁ ବ୍ୟାଟିଂ ଅଧିକ ସହଜ ହୋଇଛି। ନହେଲେ ଗତ ୮ବର୍ଷ ଭିତରେ ଓ୍ୱାନଡେ ମ୍ୟାଚରେ ୭ଟି ଦ୍ୱିଶତକ ହୋଇ ନଥାଆନ୍ତା।ସର୍ବାଧିକ… Read More