ସ୍ପୋର୍ଟସ୍ ଟେବୁଲ୍ ଟେନିସ ପ୍ଲେୟାର କର୍ଣ୍ଣବୀର, ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ମାରିବାରେ ପ୍ରଥମ ଭାରତୀୟ କ୍ରିକେଟର October 8, 2018 ଭୁବନେଶ୍ୱର : କର୍ଣ୍ଣବୀର କୌଶଲ,ଦେବଭୂମୀ ଉତ୍ତରାଖଣ୍ଡରେ ଘର। ପେଶା ଓ ନିଶା କ୍ରିକେଟ ଖେଳ। ଅନେକଙ୍କ ପାଇଁ ଥିଲେ ଅପରିଚିତ ନାଁଟିଏ। ଏବେ କିନ୍ତୁ ରେକର୍ଡ ବୁକରେ ନିଜ ନାଁ ଲେଖାଇଛନ୍ତି। ସେ ଯାହା କରି ଦେଖାଇଛନ୍ତି କ୍ରିକେଟର ବଡ଼ ବଡ଼ ହସ୍ତୀ ବି କରି ପାରିନାହାନ୍ତି। ସବୁଠି କର୍ଣ୍ଣବୀରଙ୍କ କରିସ୍ମାର…
Connect With Us