ନ୍ୟୁଜ୍
ଲୁଚି ଛପି ନୁହେଁ ସଂଘର୍ଷ କରି,ପଞ୍ଜାବ ୟୁନିଭରସିଟରେ ନିର୍ମାଣ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ବାଥରୁମ୍
୧୯୯୩ମସିହାରେ ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ୟୁନିଭସିଟିର,MA ପ୍ରଥମ ବର୍ଷର ଜଣେ ଛାତ୍ର,ଅଧାରୁ ପଢା ଛାଡି ଚାଲିଗଲେ।କାରଣ କ୍ସାସରୁମକୁ ସେ ଏଣ୍ଟ୍ରି କରିବା ମାତ୍ରେ, କ୍ଲାସମେଟ୍ ତାଙ୍କୁ ହିଞ୍ଜିଡ଼ା କହି ଚିଡାଉଥିଲେ।ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ପୁଅ ସାଙ୍ଗମାନେ ହାତ ମାରୁଥିଲେ।ଏ ବିଷୟରେ ନା ସେ ୟୁନିଭରସିଟ୍… Read More