ସ୍ପୋର୍ଟସ୍
ଲାରାଙ୍କ ରେକର୍ଡକୁ ହେଡନ୍ ଭାଙ୍ଗିଲେ:କିନ୍ତୁ ମାତ୍ର ୬ମାସରେ ପୁଣି ବିଶ୍ୱ ବିଜେତା ହେଲେ ଲାରା
ବହୁ ଦିଗଜ କ୍ରିକେଟର ଏମିତି ରେକର୍ଡ କରିଛନ୍ତି, ଯାହାକୁ ଯୁବ କ୍ରିକେଟର ଭାଙ୍ଗିବା ଅସମ୍ଭବ ପରି ଲାଗେ। କିନ୍ତୁ ଏକଥା ସତ ଯେ ରେକର୍ଡ ହୋଇଥାଏ ଭାଙ୍ଗିବା ପାଇଁ। ତଥାପି ଦଶନ୍ଧି ଦଶନ୍ଧି ଧରି କିଛି ରେକର୍ଡ ଏଯାଏଁ ଜଣେ କ୍ରିକେଟରଙ୍କ ନାଁରେ ରହିଛି।… Read More