୨୦୧୯ନିର୍ବାଚନରେ ବିଜେଡି ବଡ଼ ବିଜୟ ପଛରେ ଛାତ୍ର ଓ ଯୁବ ସଂଗଠନର ଅବଦାନ ଥିଲା ପରି ଲାଗୁ ନାହିଁ।ଯଦିଓ ଛାତ୍ର ଓ ଯୁବ ବିଜେଡି ସଭାପତିଙ୍କୁ ଟିକେଟ ମିଳି ନଥିଲା।କିନ୍ତୁ ଉଭୟ ସଂଗଠନର କିଛି ପଦାଧିକାରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି…