
ଧର୍ମେନ୍ଦ୍ରଙ୍କ ବଢ଼ିଲା ଗୁରୁତ୍ୱ:ବିଜୁ-ନବୀନଙ୍କ ପରେ ଇସ୍ପାତ ବିଭାଗର ହେଲେ କ୍ୟାବିନେଟ୍ ମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରିମଣ୍ଡଳର ସଭ୍ୟଙ୍କୁ ବିଭାଗ ଆବଣ୍ଟିତ କରିଛନ୍ତି।ଅମିତ ଶାହଙ୍କୁ ଗୃହ ବିଭାଗର ଦାୟିତ୍ୱ ଦେଇ କ୍ୟାବିନେଟରେ ନମ୍ବର-2ର ମର୍ଯାଦା ଦେଇଛନ୍ତି ମୋଦି।ପୂର୍ବତନ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦ ମିଳିଛି।ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣଙ୍କୁ ଅର୍ଥ ବିଭାଗ ମିଳିଛି।ତେବେ ନିତିନ ଗଡ଼କରୀ ପୂର୍ବପରି…
Connect With Us