ନ୍ୟୁଜ୍, ପଲିଟିକ୍ସ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱ ପଛରେ କିଏ? BJPର ରାଜ୍ୟସଭା ପ୍ରାର୍ଥୀଙ୍କୁ BJDର ସମର୍ଥନ June 21, 2019 ରାଜ୍ୟସଭା ପାଇଁ BJDର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ।ଦଳର ମୁଖପାତ୍ର ସସ୍ମିତ ପାତ୍ର ଓ ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି BJD।ଏହାସହ BJPପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଛନ୍ତି ନବୀନ।ପୂର୍ବତନ IASଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ BJPପ୍ରାର୍ଥୀ କରିବ ବୋଲି ପ୍ରଥମେ ଘୋଷଣା କରିଥିଲା।ପରେ ଓଡ଼ିଶା…
Connect With Us