ସ୍ପୋର୍ଟସ୍ ମାତ୍ର ୧୬ବର୍ଷ ବୟସରେ ଅଲିମ୍ପିକ୍ସ ଡେବ୍ୟୁ କରିଥିଲେ ଭାରତର ଉଡନ୍ ପରୀ June 30, 2019 ଦୌଡ଼ରାଣୀ ପି. ଟି. ଉଷା। କିଏ ବା ତାଙ୍କୁ ନଜାଣେ। ନିଜେ ନିଜର ପରିଚୟ। ପି.ଟି. ଉଷା କେବଳ ନାଁ ନୁହେଁ, ଗୋଟିଏ ବ୍ରାଣ୍ଡ ମଧ୍ୟ। ଭାରତୀୟ କ୍ରୀଡ଼ା ଦୁନିଆରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ପି.ଟି. ଉଷା। ଦେଶର ଜଣେ ନାଁକରା ଓ ସଫଳ ଆଥଲେଟ୍।…
Connect With Us