ବିବାଦରେ ଭାରତର ଜାତୀୟ ପ୍ରତୀକ। ଜୁଲାଇ ୧୧ ରେ ନୂଆ ସଂସଦ ଭବନର ଛାତ ଉପରେ ଅଶୋକସ୍ତମ୍ଭ  ଉନ୍ମୋଚିତ ହୋଇଛି। ନୂଆ ଅଶୋକ ସ୍ତମ୍ଭକୁ ନେଇ ରାଜନୀତି ଜୋର ଧରିଛି। ପୁରୁଣା ଅଶୋକ ସ୍ତମ୍ଭ ଏବଂ ନୂଆ ଅଶୋକ ସ୍ତମ୍ଭ ମଧ୍ୟରେ ଅନେକ ଫରକ ରହିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ନୂଆ…