ଭୁବନେଶ୍ୱର: କୃଷିଋଣ ଛାଡ଼କୁ ପ୍ରସଙ୍ଗ କରି ଛତିଶଗଡ଼,ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ସଫଳତା ପାଇଛି। କଂଗ୍ରେସର କୃଷିଋଣ ଛାଡ଼ ପ୍ୟାକେଜକୁ କାଉଣ୍ଟର କରିବା ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି ନୂଆ ସ୍କିମ୍। ବିନା ସୁଧରେ କୃଷିଋଣ, ଚାଷ ଜମି ବାବଦରେ ଆର୍ଥିକ ପ୍ରୋତ୍ସାହନ ଓ ସବସିଡି…