ନ୍ୟୁଜ୍ ଦିନ ୩ଟା ୩୭ ଆକ୍ରମଣର ବଦଲା ଭୋର ୩ଟା ୩୭ରେ:ମିରାଜ୍ ମାଡରେ ୨ଶହ ପାକ୍ ଆତଙ୍କବାଦୀ ସଫା February 26, 2019 ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଲାଇନ୍ ଅଫ କଣ୍ଟ୍ରୋଲ ଅତିକ୍ରମ କରି ଜବାବ ଦେଲା ଭାରତୀୟ ବାୟୁସେନାର ମିରାଜ୍-୨୦୦୦ ଫାଇଟର ଜେଟ୍। ଗତ ୧୪ତାରିଖର ଦିନ ୩ଟା ୩୭ ମିନିଟର ଆତଙ୍କବାଦୀ ଆକ୍ରମଣର ଜବାବ,୨୬ ତିରାରିଖ ଭୋର ୩ଟା ୩୭ମିନିଟରେ ଦେଲା ବାୟୁସେନା। ମଙ୍ଗଳବାର ଭୋର…
Connect With Us