ବିପିନ ରାୱତଙ୍କ ମୃତ୍ୟୁ ପରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(CDS)ର ପଦ ପାଇଁ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବଣେଙ୍କ  ନାଁ ସୁପାରିଶ ହୋଇଥିବା ଚର୍ଚ୍ଚା ହେଉଛି।ସେ CDS ଭାବେ ନିଯୁକ୍ତ ହେଲେ ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ନୁଆ ସେନାଧ୍ୟକ୍ଷ ଭାବେ ନିଯୁକ୍ତ ହେବାର ସମ୍ଭାବନା ରହିଛି। ଚଣ୍ଡୀପ୍ରସାଦ ମହାନ୍ତିଙ୍କ…