‘ଉତ୍କଳେ ନେତାର ନାହିଁ ପ୍ରୟୋଜନ,ଉତ୍କଳର ନେତା ନିଜେ ନାରାୟଣ’ ଏ ଉକ୍ତି ସହିତ ପ୍ରାୟତଃ ସବୁ ଓଡ଼ିଆ ପରିଚିତ। ମାତ୍ର ଏ ଉକ୍ତିକୁ ଚ୍ୟାଲେଞ୍ଜ କରି ଏବେ କିଛି ପଲିଟିକାଲ ଓପିନିୟନ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜନୀତିର ମହାନାଟକରେ ଏବେ ମହାପ୍ରଭୂ ଶ୍ରୀଜଗନ୍ନାଥ। ଦୁଇଦିନ ଧରି ଓଡ଼ିଶାରେ ହୋଇଥିବା ବିଜେଡ଼ି ଓ…