ନ୍ୟୁଜ୍, ଫିଲ୍ମ ସାଜିଦ୍ ଖାଁଙ୍କ ବିରୋଧରେ ମହିଳା ଜର୍ଣ୍ଣାଲିଷ୍ଟ ଆଣିଲେ ଯୌନ ଶୋଷଣ ଅଭିଯୋଗ, #MeToo ଚକ୍ରବ୍ୟୁହରେ ବଲିଉଡ୍ October 12, 2018 ଜଣକ ପରେ ଜଣେ ମହିଳା ମୁହଁ ଖୋଲୁଛନ୍ତି। #MeToo ଚକ୍ରବ୍ୟୁହରେ ପୁରା ବଲିଉଡ୍। ଧୀରେ ଧୀରେ ଖୋଲୁଛି ବଡ ଷ୍ଟାରଙ୍କ ବଡ କେଳେଙ୍କାରୀ। ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଖୋଲିକରି କହୁଛନ୍ତି ବଲିଉଡ୍ ଅଭିନେତ୍ରୀ ଏବଂ ସେଲିବ୍ରିଟି । ଏବେ ବଲିଉଡ ନାମୀ ନିର୍ଦ୍ଦେଶକ ସାଜିଦ୍ ଖାଁଙ୍କ ବିରୋଧରେ ଆସିଛି…
Connect With Us