ଭୁବନେଶ୍ୱର: ଛତିଶଗଡ଼ରେ ଜନମତ ଗଲା କଂଗ୍ରେସ ସପକ୍ଷରେ।୧୫ବର୍ଷରୁ ଶାସନ କରୁଥିବା ଡାକ୍ତର ରମଣ ସିଂଙ୍କ ଗତିରେ ଲାଗିଲା ବ୍ରେକ୍। ହେଲେ ବିଜେଡିରେ ଏପରି ଜଣେ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ରମଣଙ୍କ ପରାଜୟରେ ନିଜ ହାର ଦେଖୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ରେ ଥିବା ୭ଟି ଜିଲ୍ଲା…