୨୦୨୪ ନିର୍ବାଚନକୁ ଆଖିରେ ରଖି  ରାଜନୈତୀକ ତତ୍ପରତା ବୃଦ୍ଧି ପାଇଛି। ଓଡ଼ିଶାରେ ମଧ୍ୟ ଆଗାମୀ ନିର୍ବାଚନକୁ ଆଖିରେ ରଖି ଗୋଟିଚାଳନା ଆରମ୍ଭ ହୋଇଗଲାଣି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି,କଂଗ୍ରେସ ଓ ବିଜେପି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି। କଂଗ୍ରେସ ଜାତୀୟ ସ୍ତରରେ ଭାରତ ଯୋଡ଼ୋ…