Browsing Tag:

Gotabaya Rajapaksa

ନ୍ୟୁଜ୍/ ପଲିଟିକ୍ସ

କିଏ ଧରିବ ଶ୍ରୀଲଙ୍କାର ମଙ୍ଗ

ଶ୍ରୀଲଙ୍କାରେ ରାଜନୈତୀକ ସଙ୍କଟକୁ ନେଇ ଏବେ ବିଶ୍ୱବ୍ୟାପି ଚର୍ଚ୍ଚା ଚାଲିଛି। ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ରାନିଲ ବିକ୍ରମାସିଂଘେଙ୍କୁ ଦେଶର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ମୁଣ୍ଡାଇଛନ୍ତି। ଗୋଟାବାୟା…