ଅବକାରୀ ବିଭାଗକୁ ଅପାରଗ କରୁଛି ସରକାରୀ ଅଧିକାରୀଙ୍କ ସାଲିସ୍। ଚଢ଼ଉ ପରେ ବି ବର୍ତ୍ତି ଯାଉଛନ୍ତି ଅନେକ ମାଫିଆ। ଅବକାରୀ କମିଶନରଙ୍କୁ ପୁରୀ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଏକ ଚିଠି ଲେଖିଛନ୍ତି। ପୁରୀରେ ନିଶା ମାଫିଆଙ୍କଠୁ ପୋଲିସ ପଇସା ଖାଇବା ସେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବାନୁଯାୟୀ, ରେଡ୍…