ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ସ୍ୱତନ୍ତ୍ର ବିଶେଷତ୍ତ୍ୱ ରହିଥିବାରୁ ଅନେକ ସ୍ଥାନ ଲୋକଲୋଚନକୁ ଆସେ। ସୌନ୍ଦର୍ଯ୍ୟପାଇଁ କିଛି ସ୍ଥାନ ସାମ୍ନାକୁ ଆସେ ତ ଅନ୍ୟ କିଛି ସ୍ଥାନ ବିପଦଜନ୍ନକ ପରିସ୍ଥିତି ପାଇଁ ଚର୍ଚ୍ଚାରେ ରହିଥାଏ। ଥିବୀର ଶେଷ ରାସ୍ତାକୁ ନେଇ ମଧ୍ୟ ଅନେକ ରହସ୍ୟ ଲୁଚି ରହିଛି। E-69 ହେଉଛି…