ନ୍ୟୁଜ୍
ରାଜ୍ୟପାଳ ଚାହୁଁଥିଲେ,ରଥରେ‘ଛେରା ପହଁରା’ ନୀତି ବନ୍ଦ ହେଉ
ଭୁବନେଶ୍ୱର:ପୁରୀ ରଥଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଗଜପତି ମହାରାଜାଙ୍କ ‘ଛେରା ପହଁରା’ ସେବା। ସେହି ‘ଛେରା ପହଁରା’ ନୀତିକୁ ଦେଖିବା ଲାଗି ଉଭୟ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ।ଐତିହାସିକଙ୍କ ମତରେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ… Read More