ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲିଙ୍କ ଦେହାନ୍ତ ହୋଇଛି।ପ୍ରାୟ ୨ବର୍ଷ ଧରି ଅସୁସ୍ଥ ଥିବା ଜେଟଲିଙ୍କ ଆଜି (ଶନିବାର) ଦିନ ୧୨ଟା ୭ ମିନିଟରେ ୬୬ବର୍ଷ ବୟସରେ ଦେହାନ୍ତ ହୋଇଛି।କ୍ୟାନସର ରୋଗରେ ପୀଡିତ ଜେଟଲୀ,ଦିଲ୍ଲୀ AIIMSରେ ଚିକିତ୍ସିତ ହେଉଥିଲେ।୨୮ଡିସେମ୍ବର ୧୯୫୨ରେ ଦିଲ୍ଲୀ ଜନ୍ମଗ୍ରହଣ କରିଥିଲେ ଜେଟଲି। ବାର…