
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଓଡ଼ିଶାରେ ରୋଗୀ ସଂଖ୍ୟା ବଢ଼ାଉଛି !
ଯାଜପୁର:ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ କହିଲେ ଓଡ଼ିଶାରେ ଚାଲିଛି ପିସି(ଲାଞ୍ଚୁଆ)ସରକାର। ଆଉ ଆଜି(ରବିବାର) ଯାଜପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେଣି ରାଜ୍ୟରେ ଚାଲିଛି ପିପିପି ସରକାର। ଗତ ସେପ୍ଟମ୍ବର ୨୨ରେ ଝାରସୁଗୁଡ଼ା ଜନସଭାରେ ନରେନ୍ଦ୍ର ମୋଦି କହିଥିଲେ ଯେ ବିନା ଲାଞ୍ଚ(ପିସି)ରେ ଓଡ଼ିଶାରେ କିଛି ହୁଏ ନାହିଁ। ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ପିସି ସରକାର…
Connect With Us