ପାନାମା ପେପର୍ସ ଲିକ୍ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ସମନ୍ କରିଛି।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି। ଏହି ସମନର ଉତ୍ତର ଦେବା ପାଇଁ ଆଜି ଐଶ୍ୱର୍ଯ୍ୟା ଦିଲ୍ଲୀର ଲୋକନାୟକ ଭବନରେ ହାଜର ହୋଇଥା’ନ୍ତେ। …