ନ୍ୟୁଜ୍, ପଲିଟିକ୍ସ ସି-ଭୋଟର ଫର୍ମୁଲା: ୩ କୋଟି ୧୨ଲକ୍ଷ ଓଡ଼ିଶା ଭୋଟରଙ୍କ ମନ ଜାଣିବାକୁ ୫୯୮ସାମ୍ପୁଲ୍ ଯଥେଷ୍ଟ! November 2, 2018 ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆସିଛି ଏବିପି ନ୍ୟୁଜ୍-ସି ଭୋଟର ଜନମତ ସର୍ଭେ। ‘ଦେଶ କା ମୁଡ’ ସର୍ଭେ ରିପୋର୍ଟ କହୁଛି ପୁଣି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠନ ହେବ ଏନଡିଏର ସରକାର। ଏନଡିଏକୁ ୩୦୦ଲୋକସଭା ଆସନ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୧୬ ଏବଂ ଅନ୍ୟାନ୍ୟ ଦଳକୁ ମିଳିବ ୧୨୭ସିଟ୍।…
Connect With Us