ନ୍ୟୁଜ୍, ପଲିଟିକ୍ସ ବାପାଙ୍କ ରେକର୍ଡ ଡ଼େଇଁଲେ ଦୀପାଳି:ଝାରସୁଗୁଡ଼ାକୁ ଫେରିବ କି ମନ୍ତ୍ରୀପଦ May 13, 2023 ଝାରସୁଗୁଡ଼ା ବିଧାୟକ ତଥା ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଝାରସୁଗୁଡ଼ା ଆସନରେ ଉପନିର୍ବାଚନ ସମାପ୍ତ ହୋଇଛି। ମେ’ ୯ ରେ ଉପନିର୍ବାଚନ ହୋଇଥିଲା ବେଳେ ମେ ୧୩ ରେ ଫଳ ପ୍ରକାଶ ପାଇଛି। ବିଜେପି ଏବଂ କଗ୍ରେସ ପ୍ରାର୍ଥିଙ୍କୁ ପଛରେ ପକାଇ ବିଜେଡ଼ି ପ୍ରାର୍ଥି ଦୀପାଳି ଦାସ…
ନ୍ୟୁଜ୍, ପଲିଟିକ୍ସ ରାଉରକେଲାର ଜିଲ୍ଲା ମାନ୍ୟତାକୁ ପୋଲିସ ପ୍ରଶାସନର ହଁ, ରାଜସ୍ୱ ବିଭାଗର ନା’ December 19, 2022 ବିଜୁ ଜନତା ଦଳର ପଦ୍ମପୁର ମଡେଲ୍ ଏବଂ ଭାରତୀୟ ଜନତା ପାର୍ଟିର ଧାମନଗର ଫର୍ମୂଲାକୁ ନେଇ ବିତର୍କ। କିନ୍ତୁ ନବୀନ ପଟ୍ଟନାୟକଙ୍କୁ, ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଚେୟାରରେ ବସାଇବା ପାଇଁ ନୂଆ ଜିଲ୍ଲା ସୃଷ୍ଟି କରିବା ପ୍ଲାନରେ ଅଛି ବିଜେଡି। ଧାମନଗର ପରାଜୟ ପରେ ପଦ୍ମପୁର ଉପନିର୍ବାଚନ ଜିତିବାକୁ ଜିଲ୍ଲା ଫର୍ମୂଲା…
ନ୍ୟୁଜ୍, ପଲିଟିକ୍ସ ରାଜ୍ୟ ଦେଖିବ ଆଉ ଦୁଇଟି ଉପନିର୍ବାଚନ:ବାଜିମାତ୍ ପାଇଁ ପଦଯାତ୍ରା ପଲିଟକ୍ସ October 4, 2022 ରାଜ୍ୟ ରାଜନୀତି ଧିରେଧିରେ ଉଷ୍ମ ହେବାରେ ଲାଗିଛି। ରାଜ୍ୟରେ ହେବାକୁ ଯାଉଛି ଦୁଇଟି ଉପନିର୍ବାଚନ। ଧାମନଗର ବିଧାୟକ ବିଷ୍ଣୁ ସେଠୀ ଓ ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରେ ଦୁଇଟି ଆସନ ପାଇଁ ଉପନିର୍ବାଚନ ହେବ। ବରିଷ୍ଠ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଶୂନ୍ୟ ହୋଇଥିବା ଧାମନଗର…
ନ୍ୟୁଜ୍, ପଲିଟିକ୍ସ ରାଜନୀତିରେ ଜଗନ୍ନାଥ ! October 1, 2022 ‘ଉତ୍କଳେ ନେତାର ନାହିଁ ପ୍ରୟୋଜନ,ଉତ୍କଳର ନେତା ନିଜେ ନାରାୟଣ’ ଏ ଉକ୍ତି ସହିତ ପ୍ରାୟତଃ ସବୁ ଓଡ଼ିଆ ପରିଚିତ। ମାତ୍ର ଏ ଉକ୍ତିକୁ ଚ୍ୟାଲେଞ୍ଜ କରି ଏବେ କିଛି ପଲିଟିକାଲ ଓପିନିୟନ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରାଜନୀତିର ମହାନାଟକରେ ଏବେ ମହାପ୍ରଭୂ ଶ୍ରୀଜଗନ୍ନାଥ। ଦୁଇଦିନ ଧରି ଓଡ଼ିଶାରେ ହୋଇଥିବା ବିଜେଡ଼ି ଓ…
ନ୍ୟୁଜ୍, ପଲିଟିକ୍ସ ଉପନିର୍ବାଚନ ମୁହାଁ ଧାମନଗର: ବିଷ୍ଣୁଙ୍କ ପରେ କିଏ ! September 28, 2022 ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଏକ ଉପନିର୍ବାଚନ ଦେଖିବ ଓଡ଼ିଶା। ଏବେ ଉପନିର୍ବାଚନ ମୁହାଁ ଧାମନଗର ନିର୍ବାଚନ ମଣ୍ଡଳୀ। ସେପ୍ଟେମ୍ବର ୧୯ରେ ବିଷ୍ଣୁ ସେଠୀଙ୍କର ଦେହାନ୍ତ ହୋଇଛି। ଧାମନଗର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏନେଇ ତାରିଖ…
ନ୍ୟୁଜ୍, ପଲିଟିକ୍ସ କିଏ ହେବେ ବିରୋଧି ଦଳ ନେତା April 6, 2022 ଭାରତୀୟ ଜନତା ପାର୍ଟିର ୨୦ ଜଣ ବିଧାୟକଙ୍କ ଦିଲ୍ଲୀ ଗସ୍ତ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଯଦିଓ ସେମାନଙ୍କର ଦୀଲ୍ଲି ଗସ୍ତ ରାଜ୍ୟ ସମ୍ବନ୍ଧୀୟ ଆଲୋଚନା ପ୍ରସଙ୍ଗଭୁତ ହୋଇପାରେ କିନ୍ତୁ ସେମାନେ ପୁରା ପଲଟଣ ସହ ଦିଲ୍ଲୀ ଯିବା ଘଟଣା ଭିନ୍ନ କିଛି ସୁଚାଉଛି? ୟାକୁ ନେଇ ଏବେ…
ନ୍ୟୁଜ୍, ପଲିଟିକ୍ସ, ଫିଲ୍ମ ଭୋଟ୍ ଆସିଲେ ଲୋଡା ପଡନ୍ତି ଅଭିନେତା,ମାତ୍ର ତା ପରେ… March 29, 2022 ନିର୍ବାଚନ ସମୟରେ ବିଭିନ୍ନ ରାଜନୈତୀକ ଦଳ ଅଭିନେତାଙ୍କୁ ମୋହରା ବନାଇ ଭୋଟ୍ ମାଗିବା ଏକ ପଲିଟିକାଲ୍ ଟ୍ରେଣ୍ଡରେ ପରିଣତ ହୋଇଗଲାଣି। ନିର୍ବାଚନ ଆସିଲେ ଲୋଡା ପଡନ୍ତି ଅଭିନେତା। ସିନେ ଷ୍ଟାରଙ୍କୁ ପ୍ରଚାରରେ ଲଗାଇ ମାଗନ୍ତ ବିଭିନ୍ନ ରାଜନୈତିକ ଦଳ। ଅଭିନେତା ଆସିବେ ପ୍ରଚାର କରିବେ, ଏଥିପାଇଁ ଅଭିନେତାଙ୍କୁ ଟିକେଟ ଓ ରାଜନୈତିକ…
Connect With Us