ସ୍ପୋର୍ଟସ୍ ଅକ୍ଟୋବର୧୬ରୁ T20 ବିଶ୍ୱକପ ! September 24, 2022 ୨୦୨୨ T20 ବିଶ୍ୱକପ ଅକ୍ଟୋବର ୧୬ରେ ଅନୁଷ୍ଠିତ ହେବ। ଗତବର୍ଷ ଏହି ବିଶ୍ୱକପ ୟୁଏଇରେ ଅନୁଷ୍ଠିତ ହୋଇଥିଲ।।ଯେଉଁଥିରେ ଅଷ୍ଟ୍ରେଲିଆ ଦଳ ଚମ୍ପିଆନ ହୋଇଥିଲ। ମାତ୍ର ଚଳିତ ବର୍ଷ ଏହା ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯ।ଉଛି। ଅକ୍ଟୋବର ୧୬ରୁ କ୍ରିକେଟର ଏହି ମହ।ସମର ଆରମ୍ଭ ହେବ।ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏକ…
ସ୍ପୋର୍ଟସ୍ ବଢ଼ିଲା ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ September 14, 2022 ବିସିସିଆଇରେ ହବାକୁ ଥିବା ପରିବର୍ତ୍ତନରେ ରୋକ୍ ଲାଗିଛି। ଅଧ୍ୟକ୍ଷ ଓ ସଚିବ ପଦରେ ହେବାକୁ ଥିବା ପରିବର୍ତ୍ତନ ନିଷ୍ପତ୍ତି ବଦଳିଛି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏବେ ସୌରଭ ଗାଙ୍ଗୁଲି ଆସନ୍ତା ତିନି ବର୍ଷ ଯାଏଁ ବିସିସିଆଇର ଅଧ୍ୟକ୍ଷ ରହିବା ସହ ଜୟ ଶାହ ମଧ୍ୟ ଆସନ୍ତା ତିନି ବର୍ଷ ଯାଏଁ ବିସିସିଆଇର…
ନ୍ୟୁଜ୍, ସ୍ପୋର୍ଟସ୍ ଆଇପିଏଲରୁ ଅବସର ନେଲେ ‘ମିଷ୍ଟର ଆଇପିଏଲ୍’: ଜାଣନ୍ତୁ କଣ ରହିଛି କାରଣ? September 6, 2022 କ୍ରିକେଟ ଜଗତର ସବୁ ଫର୍ମାଟରୁ ଅବସର ନେଇଛନ୍ତି ଭାରତର ଚର୍ଚ୍ଚିତ କ୍ରିକେଟର। ଦିନେ କ୍ରିକେଟ ଫିଲ୍ଡରେ ଫେମସ୍ ସାଜିଥିବା ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା ଏବେ ଆଉ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଏନେଇ ସେ ନିଜେ…
Uncategorized, ସ୍ପୋର୍ଟସ୍ ଭାରତ ପାକିସ୍ତାନ ମହାଲଢ଼େଇ:ଭାରତ ସପକ୍ଷରେ ଏସିଆ କପର ଅତୀତ ପରିସଂଖ୍ୟାନ August 28, 2022 ଦୀର୍ଘ ଦଶମାସ ପରେ କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ଦୁବାଇ ସ୍ପୋର୍ଟ୍ସ କ୍ଲବ ପଡିଆରେ ଏସିଆ କପରେ ଆଜି ପରସ୍ପରକୁ ବିଶ୍ୱର ଦୁଇ ଚର୍ଚ୍ଚିତ ପ୍ରତିଦ୍ୱନ୍ଦୀମଧ୍ୟରେ ଲଢ଼େଇ ହେବ। ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳି ଟିମ୍ ଇଣ୍ଡିଆ ଏସିଆ କପରେ ଅଭିଯାନ ଆରମ୍ଭ କରିବ। ଏ ମ୍ୟାଚକୁ…
ପଲିଟିକ୍ସ ମୁହଁ ଦେଖାରେ କାଶ୍ମୀର ମାଗିଥିଲେ ସାମ୍ବାଦିକା:ଯୌତୁକରେ ପାକିସ୍ତାନ ମାଗିଲେ ଅଟଳ May 31, 2022 ଭାରତୀୟ ରାଜନୀତିରେ ଅଟଳ ବିହାରୀ ହେଉଛନ୍ତି ଏକ ଅପରିକଳ୍ପନୀୟ ବ୍ୟକ୍ତିତ୍ୱ। ଦଳ ମତ ନିର୍ବିଶେଷରେ ସେ ଥିଲା ସମସ୍ତଙ୍କର ପ୍ରିୟ। ତାଙ୍କ ଜୀବନରେ ଏମିତି ଅନେକ କିଛି ଘଟଣା ଘଟିଛି ଯାହା ଚିରକାଳ ପାଇଁ ସ୍ମରଣୀୟ ହୋଇ ରହି ଯାଇଛି। ସେ ଏମିତି ଏକ ନେତା ଯିଏ ନିଜ ବ୍ୟକ୍ତିତ୍ୱ ବଳରେ…
ନ୍ୟୁଜ୍ ସହୀଦଙ୍କୁ ସମବେଦନା,ଅନୁକମ୍ପା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ May 6, 2022 ରାଜ୍ୟରେ ବିଭିନ୍ନ ପ୍ରକାରର ଯୋଜନାର ପ୍ରବାହ ଜାରୀ ରହିଥିବା ବେଳେ ସହୀଦ ପରିବାରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଦେଶ ପାଇଁ ପ୍ରାଣବଳୀ ଦେଇ ରାଜ୍ୟ ତଥା ଦେଶର ଗୌରବ ସାଜିଥିବା ସହୀଦଙ୍କ ପରିବାରକୁ ଆର୍ଥିକ ସାନ୍ତ୍ୱନା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସହାୟତା ରାଶି…
ସ୍ପୋର୍ଟସ୍ ଡିସେମ୍ବର ୨୨ରେ ବାରବାଟୀରେ ୨୧ ଓ୍ୱାନଡେ ମ୍ୟାଚ:ରେକର୍ଡରେ ଟିମ୍ ଇଣ୍ଡିଆ;ଭଲ ଖେଳୁଛି ଓ୍ୱେଷ୍ଟଇଣ୍ଡିଜ୍ December 17, 2019 କଟକ ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ରେ ଭାରତ ଏବଂ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ଡେ-ନାଇଟ୍ ଓ୍ୱାନଡେ ।ଚେନ୍ନାଇରେ ଖେଳା ଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ୍ବି ବିଜୟୀ ହୋଇଛି।ଦ୍ୱିତୀୟ ମ୍ୟାଚ ଭିସାଖାପାଟଣାରେ ଖେଳାଯିବ।ତେବେ ବାରବାଟୀ ଏପର୍ଯ୍ୟନ୍ତ ୨୦ଟି ଓ୍ୱାନଡେ ମ୍ୟାଚ ଆୟୋଜନର ସୁଯୋଗ ପାଇଛି। ବର୍ଷା କାରଣରୁ ୧୯୯୬ ଏବଂ ୨୦୧୩ରେ…
Connect With Us